Your Store
ଖାଦ୍ୟ ସାମଗ୍ରୀ

ମିଲେଟ୍ ଆଲମଣ୍ଡ ବିସ୍କୁଟ

₹110.00
0 reviews
2-3 Days

Available Options

SKU: almond

Tags: ମାଣ୍ଡିଆଆଲମଣ୍ଡ

ମାଣ୍ଡିଆ ଆଲମଣ୍ଡ ମାଣ୍ଡିଆ ଚୁନା ଓ ଗୁଣ୍ଡ ଆଲମଣ୍ଡରେ ପ୍ରସ୍ତୁତ ହୋଇଥାଏ । ଏଥିରେ ମଇଦା ବ୍ୟବହାର ହୋଇନାହିଁ । ଗୁଡ କିମ୍ବା କୌଣସି ପ୍ରାକୃତିକ ମିଠା ପଦାର୍ଥର ମିଶ୍ରଣରେ ଏହାର ସ୍ଵାଦକୁ ମିଠା କରାଯାଏ ଏବଂ ଗୁଜୁରାତି ମିଶା ସମିଶ୍ରଣ ସହ ମାଣ୍ଡିଆର ଉପକାରିତା ଏବଂ ଆଲମଣ୍ଡର ପୁଷ୍ଟିପୋଷକତାର ଏହି ବିସ୍କୁଟକୁ ଆହୁରି ସ୍ଵାଦଯୁକ୍ତ କରିଥାଏ । ବିଶେଷକରି ମହିଳାମାନଙ୍କ ପୁଷ୍ଟିପୋଷଣ ପାଇଁ ମୂଲ୍ୟବାନ। ମାଣ୍ଡିଆ ହେଉଛି ଏକ ପାରମ୍ପରିକ ଶସ୍ୟ ଯାହା ଓଡ଼ିଶାର ଆଦିବାସୀ ଏବଂ କୃଷି ପ୍ରଧାନ ସମ୍ପ୍ରଦାୟର ଖାଦ୍ୟ ସଂସ୍କୃତି ସହିତ ଜଡ଼ିତ । କୌଣସି କୃତ୍ରିମ ମିଶ୍ରଣ, ରଙ୍ଗ କିମ୍ବା ସ୍ୱାଦ ମିଶା ନ ଯାଇ ଅଳ୍ପ ପରିମାଣରେ ପ୍ରସ୍ତୁତ କରାଯାଏ ।