Your Store
ଖାଦ୍ୟ ସାମଗ୍ରୀ

ନାଲି ଲଙ୍କା ଗୁଣ୍ଡ

₹120.00
0 reviews
Available

Available Options

SKU: chilli

Tags: ଲଙ୍କା

ସ୍ଥାନୀୟ ଅଞ୍ଚଳରେ ଚାଷ କରାଯାଉଥିବା ଲଙ୍କାରୁ ପ୍ରସ୍ତୁତ ଅସଲି ଖାଣ୍ଟି ଲାଲ ଲଙ୍କା ଗୁଣ୍ଡ ଯାହା ପାରମ୍ପରିକ ଭାବରେ ଖରାରେ ଶୁଖାଇ ଏବଂ ପଥର ଚକି କିମ୍ବା ମିଲ୍ଡରେ ଗୁଣ୍ଡ କରାଯାଏ । ଏଥିରେ କୌଣସି ମିଶ୍ରଣ ବ୍ୟବହାର କରାଯାଏ ନାହିଁ। ଏହାର ରଙ୍ଗ ଗାଢ଼ ନାଲି ଏବଂ ପ୍ରବଳ ରାଗ ଓ ପ୍ରକୃତ ସ୍ୱାଦ ରହିଥାଏ । ଅଧିକାଂଶ ବ୍ୟବସାୟିକ ଲଙ୍କା ଗୁଣ୍ଡ ପରି ଏଥିରେ କୌଣସି କୃତ୍ରିମ ରଙ୍ଗ ମିଶାଯାଏ ନାହିଁ। ଲାଲ ଲଙ୍କା ଗୁଣ୍ଡ ଓଡ଼ିଆ ଖାଦ୍ୟର ମୁଖ୍ୟ ଉପାଦାନ, ଯାହାକୁ ପ୍ରତିଦିନ ରୋଷେଇ, ଆଚାର ଏବଂ ପର୍ବପର୍ବାଣୀର ଖାଦ୍ୟ ପ୍ରସ୍ତୁତିରେ ବ୍ୟବହୃତ ହୁଏ। ସ୍ଥାନୀୟ ଅଞ୍ଚଳରେ ଚାଷ ଏବଂ ହାତରେ ପ୍ରସ୍ତୁତ କରାଯାଇଥିବା ଲଙ୍କା କିସମ ଦୀର୍ଘବର୍ଷ ଧରି କନ୍ଧମାଳ, କୋରାପୁଟ ଏବଂ ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲାର ଚାଷୀମାନେ ଚାଷ କରିଆସୁଛନ୍ତି।