Your Store
ହସ୍ତଶିଳ୍ପ ଓ ପ୍ରାକୃତିକ ଉତ୍ପାଦ

ଫ୍ରେମ୍ ହୋଇଥିବା ହାତ ତିଆରି ଶ୍ରୀଜଗନ୍ନାଥଙ୍କ ସୁନାବେଶ ପଟ୍ଟଚିତ୍ର

₹3,700.00
0 reviews
Available
SKU: jagannathsunabesahandpainted

Tags: ହାତ ତିଆରି ଶ୍ରୀଜଗନ୍ନାଥଙ୍କ ସୁନାବେଶ ପଟ୍ଟଚିତ୍ର

ସାମଗ୍ରୀ ସମ୍ପର୍କରେ: ଏହି ପଟ୍ଟଚିତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ ପୋଷାକ ପରିପାଟ୍ଟିକୁ ଚିତ୍ରଣ କରେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଉଜ୍ଜ୍ୱଳ ସୁବର୍ଣ୍ଣ ପୋଷାକରେ ସୁଶୋଭିତ ହୋଇଛନ୍ତି, ଯାହା ଦିବ୍ୟ ଐଶ୍ଵର୍ଯ୍ୟର ପ୍ରତୀକ ଅଟେ। ଏହି ପଟ୍ଟଚିତ୍ରରେ ସେହି ପବିତ୍ର ମୁହୂର୍ତ୍ତକୁ ଚିତ୍ରଣ କରାଯାଇଛି। ଯେଉଁଠାରେ ଦିବ୍ୟତା ସବୁଠାରୁ ବିପୁଳ ଭବ୍ୟ ଓ ବୈଭବଶାଳୀ ରୂପରେ ପ୍ରକାଶିତ ହୁଏ।