ସାମଗ୍ରୀ ସମ୍ପର୍କରେ: ଏହି ପଟ୍ଟଚିତ୍ରରେ ‘କାଞ୍ଚି ଯାତ୍ରୀ’ର ଦୃଶ୍ୟକୁ ଦର୍ଶାଯାଇଛି । ଏହି ପଟ୍ଟଚିତ୍ର ରାଜା ପୁରୁଷୋତ୍ତମ ଦେବଙ୍କ ଯୁଦ୍ଧରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ହସ୍ତକ୍ଷେପର କାହାଣୀକୁ ବର୍ଣ୍ଣନା କରାଯାଇଛି । ସାଧାରଣ ଯୋଦ୍ଧା ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଳଭଦ୍ର ଘୋଡ଼ା ଉପରେ ଚଢି ରାଜଙ୍କୁ ବିଜୟ ଏବଂ ସମ୍ମାନ ଫେରାଇ ଆଣିବା ପାଇଁ ଆଗେଇ ଆସିଛନ୍ତି ।
ବିକ୍ରୟ ମୂଲ୍ୟ : ୫୬୦୦ଟଙ୍କା/-(ଫ୍ରେମ୍ ନ ହୋଇ)
୬୬୦୦/- (ଫ୍ରେମ୍ ସହିତ)
ବିଭାଗ : ଘରସଜ୍ଜା
ଶିଳ୍ପୀଙ୍କ ନାମ : ଶୁଭମ୍ ଏସ୍ଏଚଜି, ପୁରୀ
ବ୍ୟବହାର ହୋଇଥିବା ରଙ୍ଗ : ପ୍ରାକୃତିକ ଓ ଆକ୍ରିଲିକ ରଙ୍ଗ
ମାପ :୧୯"(ଲମ୍ବ) ୧୩"(ପ୍ରସ୍ଥ)ସମାନ୍ତରାଳ
ଉପଲବ୍ଧ:୧
ଯତ୍ନ ନିର୍ଦ୍ଦେଶାବଳୀ : ପ୍ରାକୃତିକ କିମ୍ବା ଆକ୍ରିଲିକ୍ ରଙ୍ଗଗୁଡ଼ିକ ଫିକା ନ ପଡିବା ପାଇଁ ସିଧାସଳଖ ସୂର୍ଯ୍ୟକିରଣରୁ ଦୂରେଇ ରଖନ୍ତୁ । ଦାଗ ନ ଲାଗିବା ପାଇଁ ସଫା ଓ ଶୁଖିଲା ହାତରେ ଧରନ୍ତୁ ।
ବିଶେଷ ସୂଚନା : ଚିତ୍ରଟିକୁ ମୋଡ଼ନ୍ତୁ ନାହିଁ। ପାଣିର ସଂସ୍ପର୍ଶକୁ ଏଡାନ୍ତୁ।