Your Store
ହସ୍ତଶିଳ୍ପ ଓ ପ୍ରାକୃତିକ ଉତ୍ପାଦ

ଫ୍ରେମ୍ ହୋଇ ନଥିବା ହାତ ତିଆରି ‘କାଞ୍ଚି’ ପଟ୍ଟଚିତ୍ର (ଏକାଧିକ ରଙ୍ଗ)

₹5,600.00
0 reviews
Available
SKU: kanchihandpaintedpattachitra

Tags: ଫ୍ରେମ୍ ହୋଇ ନଥିବା ହାତ ତିଆରି ‘କାଞ୍ଚି’ ପଟ୍ଟଚିତ୍ର

ସାମଗ୍ରୀ ସମ୍ପର୍କରେ: ଏହି ପଟ୍ଟଚିତ୍ରରେ ‘କାଞ୍ଚି ଯାତ୍ରୀ’ର ଦୃଶ୍ୟକୁ ଦର୍ଶାଯାଇଛି । ଏହି ପଟ୍ଟଚିତ୍ର ରାଜା ପୁରୁଷୋତ୍ତମ ଦେବଙ୍କ ଯୁଦ୍ଧରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ହସ୍ତକ୍ଷେପର କାହାଣୀକୁ ବର୍ଣ୍ଣନା କରାଯାଇଛି । ସାଧାରଣ ଯୋଦ୍ଧା ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଳଭଦ୍ର ଘୋଡ଼ା ଉପରେ ଚଢି ରାଜଙ୍କୁ ବିଜୟ ଏବଂ ସମ୍ମାନ ଫେରାଇ ଆଣିବା ପାଇଁ ଆଗେଇ ଆସିଛନ୍ତି ।