Your Store
ଖାଦ୍ୟ ସାମଗ୍ରୀ

ଢିଙ୍କି କୁଟା ଚାଉଳ

₹130.00
0 reviews
Available

Available Options

SKU: dhenki

Tags: ଢିଙ୍କି

ଏହି ପାରମ୍ପରିକ କିସମ ଚାଉଳ କାଠ ନିର୍ମିତ ‘ଢିଙ୍କି’ରେ କୁଟା ଯାଇଛି, ଯାହା ଶହ ଶହ ବର୍ଷ ଧରି ଓଡ଼ିଆ ଘରେ ବ୍ୟବହୃତ ପାଦଚାଳିତ କୁଟା ଅଟେ। ମେସିନ୍ କୁଟା ଚାଉଳ ପରି ନୁହେଁ, ଢିଙ୍କି କୁଟା ଚାଉଳରେ ପ୍ରାକୃତିକ କୁଣ୍ଡା ସ୍ତର ରହେ । ଯାହାଦ୍ଵାରା ଚାଉଳରେ ଫାଇବର, ଖଣିଜ ପଦାର୍ଥ ଭରପୁର ମାତ୍ରାରେ ରହେ ଏବଂ ଏହାର ଏହା ଅଧିକ ସ୍ଵାଦିଷ୍ଟ ହେବା ସହ ପୁଷ୍ଟିକର ହୋଇଥାଏ । କୌଣସି ରାସାୟନିକ ପଦାର୍ଥ ଏବଂ କୌଣସି ପଲିସିଂ ଏଜେଣ୍ଟର ବ୍ୟବହାର କରାଯାଏ ନାହିଁ। ଢିଙ୍କି କୁଟା ଚାଉଳ ଏକ ପ୍ରାଚୀନ ପ୍ରଥା ଯାହା ଐତିହାସିକ ଭାବରେ ପ୍ରତ୍ୟେକ ପରିବାରର ମହିଳାମାନେ କରନ୍ତି ଏବଂ ଏହା ଗ୍ରାମୀଣ ଓ ଆଦିବାସୀ ଅଞ୍ଚଳରେ ଓଡିଆ ସଂସ୍କୃତି ଓ ପରିଚୟ ସହିତ ଗଭୀର ଭାବରେ ଜଡିତ। ଏହି ଉତ୍ପାଦ ପାରମ୍ପରିକ ଶସ୍ୟ ପ୍ରକ୍ରିୟାକରଣ ପଦ୍ଧତିର ପୁନରୁଦ୍ଧାରକୁ ପ୍ରୋତ୍ସାହନ ଦିଏ ।