ସାମଗ୍ରୀ ସମ୍ପର୍କରେ: ଏହି ପଟ୍ଟଚିତ୍ରରେ ରାଧା ଏବଂ କୃଷ୍ଣଙ୍କ ଦୃଶ୍ୟକୁ ଏକ ଶାନ୍ତ ବାଟିକାରେ ଚିତ୍ରିତ କରାଯାଇଛି। ସେମାନଙ୍କ ଉପସ୍ଥିତି ବଗିଚାକୁ ପ୍ରେମ, ସଙ୍ଗୀତ ଏବଂ ଦିବ୍ୟ ଭକ୍ତିର ଏକ ସ୍ଥାନରେ ପରିଣତ କରିଛି । ଏହି ପଟ୍ଟଚିତ୍ରରେ ରାଧାକୃଷ୍ଣଙ୍କ ଶାଶ୍ଵତ ପ୍ରେମକୁ ଚିତ୍ରିତ କରାଯାଇଛି, ଯେଉଁଠାରେ ପ୍ରକୃତି, ପ୍ରେମ ଏବଂ ଦିବ୍ୟତାର ସମ୍ପୂର୍ଣ୍ଣ ସମନ୍ୱୟରେ ଏକତ୍ରିତ ହୋଇଛି ।
ବିକ୍ରୟ ମୂଲ୍ୟ : ୪୭୦୦ଟଙ୍କା/-(ଫ୍ରେମ୍ ନ ହୋଇ)
୫୭୦୦/- (ଫ୍ରେମ୍ ସହିତ)
ବିଭାଗ : ଘରସଜ୍ଜା
ଶିଳ୍ପୀଙ୍କ ନାମ : ଶୁଭମ୍ ଏସ୍ଏଚଜି, ପୁରୀ
ବ୍ୟବହାର ହୋଇଥିବା ରଙ୍ଗ : ପ୍ରାକୃତିକ ଓ ଆକ୍ରିଲିକ ରଙ୍ଗ
ମାପ :୧୯"(ଲମ୍ବ) ୧୩"(ପ୍ରସ୍ଥ)ସମାନ୍ତରାଳ
ଉପଲବ୍ଧ:୧
ଯତ୍ନ ନିର୍ଦ୍ଦେଶାବଳୀ : ପ୍ରାକୃତିକ କିମ୍ବା ଆକ୍ରିଲିକ୍ ରଙ୍ଗଗୁଡ଼ିକ ଫିକା ନ ପଡିବା ପାଇଁ ସିଧାସଳଖ ସୂର୍ଯ୍ୟକିରଣରୁ ଦୂରେଇ ରଖନ୍ତୁ । ଦାଗ ନ ଲାଗିବା ପାଇଁ ସଫା ଓ ଶୁଖିଲା ହାତରେ ଧରନ୍ତୁ ।
ବିଶେଷ ସୂଚନା : ଚିତ୍ରଟିକୁ ମୋଡ଼ନ୍ତୁ ନାହିଁ। ପାଣିର ସଂସ୍ପର୍ଶକୁ ଏଡାନ୍ତୁ।