Your Store
ଖାଦ୍ୟ ସାମଗ୍ରୀ

ମସଲା ରାଶି ପାମ୍ପଡ

₹130.00
0 reviews
Available

Available Options

SKU: Papad

Tags: ପାମ୍ପଡ଼

ପାରମ୍ପରିକ ଓଡ଼ିଆ ଶୈଳୀରେ ପ୍ରସ୍ତୁତ ମସଲା ପାମ୍ପଡ଼, ଡାଲି କିମ୍ବା ଚାଉଳ ଆଣରୁ ପ୍ରସ୍ତୁତ କରାଯାଏ। ସେଥିରେ ମସଲା ମିଶାଯାଇଥାଏ ଏବଂ ଖରାରେ ଶୁଖାଇ ପାମ୍ପଡ ପ୍ରସ୍ତୁତ କରାଯାଏ । ଭାତ ସହିତ ଖାଇବା ଏକ ଖାଦ୍ୟ ଅଟେ ଏବଂ ଭଜା କିମ୍ବା ଛାଣି କରି ଜଳଖିଆ ଭାବରେ ମଧ୍ୟ ଖାଇ ପାରିବେ । ଗ୍ରୀଷ୍ମ ମାସରେ ଏହାକୁ ପ୍ରସ୍ତୁତ କରାଯାଏ, ଯେତେବେଳେ ଖରା ପ୍ରଚୁର ପରିମାଣରେ ହେଉଥାଏ ଏବଂ  କୌଣସି କୃତ୍ରିମ ରଙ୍ଗ କିମ୍ବା ମିଶ୍ରଣ ନ ମିଶାଇ ପାରମ୍ପରିକ ପଦ୍ଧତିରେ ଖରାରେ ଶୁଖାଯାଏ । ପାମ୍ପଡ ପ୍ରସ୍ତୁତି ଓଡ଼ିଶାର ଏକ ପାରମ୍ପରିକ ଘରୋଇ ଉଦ୍ଯୋଗ, ଯାହା ଦୀର୍ଘ ଦିନ ଧରି ସାରା ରାଜ୍ୟର ମହିଳା ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଅଛି ଏବଂ ରାଶି ପାମ୍ପଡ ଓଡ଼ିଆ ଖାଦ୍ୟ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ ।