Your Store
Sabai Craft Banner
Sabai Craft

ସବାଇ ହସ୍ତଶିଳ୍ପ

ଓଡିଶାର ଚିରନ୍ତନ ହସ୍ତନିର୍ମିତ ବୟନଶିଳ୍ପ

ହସ୍ତଶିଳ୍ପ ସମ୍ପର୍କରେ:

ସବାଇ ହସ୍ତଶିଳ୍ପ ହେଉଛି ଏକ ପାରମ୍ପରିକ ପରିବେଶ ଅନୁକୂଳ ହସ୍ତଶିଳ୍ପ, ଯାହା ଓଡ଼ିଶାର ଆଦିବାସୀ ଅଞ୍ଚଳରେ ପ୍ରାକୃତିକ ଭାବରେ ଚାଷ କରାଯାଉଥିବା ସବାଇ ଘାସ ବ୍ୟବହାର କରି ପ୍ରସ୍ତୁତ କରାଯାଏ। କାରିଗରମାନେ ଘାସକୁ ବୁଣି ସେଥିରୁ ଟୋକେଇ, ସଂରକ୍ଷଣ ସାମଗ୍ରୀ, ଘର ସାଜସଜ୍ଜା ଏବଂ ଜୀବନଶୈଳୀ ଉତ୍ପାଦ ପ୍ରସ୍ତୁତ କରନ୍ତି ।


ଏହା କେଉଁଠାରେ ପ୍ରସ୍ତୁତ ହୁଏ :

ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଏବଂ ଓଡ଼ିଶାର ଅନ୍ୟାନ୍ୟ ଆଦିବାସୀ ଜିଲ୍ଲାରେ ସବାଇ ହସ୍ତଶିଳ୍ପ ସାମଗ୍ରୀ ବ୍ୟାପକ ଭାବରେ ପ୍ରସ୍ତୁତ କରାଯାଏ।

ଉତ୍ପାଦ ଅନ୍ଵେଷଣ କରନ୍ତୁ

ଏହା କିପରି ପ୍ରସ୍ତୁତ ହୁଏ:

ସବାଇ ଘାସ ପ୍ରାକୃତିକ ଭାବରେ ଅମଳ କରାଯାଏ

Sabai Icon
Sabai Icon

ସୂର୍ଯ୍ୟାଲୋକରେ ଘାସକୁ ଶୁଖାଯାଏ

ଘାସକୁ ଗୁଡାଇ ଦଉଡି ପ୍ରସ୍ତୁତ କରାଯାଏ

Sabai Icon
Sabai Icon

ପ୍ରାକୃତିକ ରଙ୍ଗ ଦିଆଯାଏ

ଉତ୍ପାଦଗୁଡ଼ିକ ହାତରେ ଯତ୍ନର ସହିତ ବୁଣାଯାଇଥାଏ

Sabai Icon
Sabai Icon

ଶେଷରେ ଉତ୍ପାଦକୁ କାଟି ପ୍ରସ୍ତୁତ କରାଯାଏ

ଏହା କାହିଁକି ସ୍ଵତନ୍ତ୍ର ଅଟେ ?

ସବାଇ ହସ୍ତଶିଳ୍ପ ସ୍ଥାୟୀତ୍ୱ ଓ ଆଧୁନିକ ଉପଯୋଗିତାର ସମ୍ମିଶ୍ରଣ ଅଟେ, ପାରମ୍ପରିକ ଆଦିବାସୀ କାରିଗରୀଙ୍କୁ ପ୍ରୋତ୍ସାହିତ କରି ପ୍ରାକୃତିକ ଭାବରେ ସୁନ୍ଦର ଓ ଆକର୍ଷଣୀୟ ଉତ୍ପାଦ ପ୍ରସ୍ତୁତ ହୋଇଥାଏ ।

Eco-Friendly Icon ପରିବେଶ ଅନୁକୂଳ
 
Handwoven Icon ହାତବୁଣା
 
Sustainable Icon ଚିରସ୍ଥାୟୀ
 

ପ୍ରଭାବ

ଗ୍ରାମୀଣ ମହିଳା କାରିଗରମାନଙ୍କ ପାଇଁ ଜୀବିକା ନିର୍ବାହର ସୁଯୋଗ ପ୍ରଦାନ କରେ ଏବଂ ପରିବେଶଗତ ଭାବରେ ସ୍ଥାୟୀ ହସ୍ତଶିଳ୍ପ ଉତ୍ପାଦକୁ ପ୍ରୋତ୍ସାହିତ କରେ।

sabai Craft Artisan
sabai Craft Video
Play
ଐତିହ୍ୟର ସୁଦୃଢିକରଣ

ଓଡ଼ିଶାର ପରମ୍ପରା& ସହିତ ଜଡ଼ିତ ନିପୁଣ ହସ୍ତ କାରିଗରୀ

ସୁଭଦ୍ରା ଶକ୍ତି ଗ୍ରାମୀଣ ମହିଳା କାରିଗରଙ୍କୁ ହସ୍ତଶିଳ୍ପ କାରିଗରୀ, ବୟନ ଓ ପ୍ରାକୃତିକ ସାମଗ୍ରୀ ମାଧ୍ୟମରେ ସେମାନଙ୍କ ଜୀବନଜୀବିକା, ପରମ୍ପରା ସଂରକ୍ଷଣ ଏବଂ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହିତ କରିଥାଏ।

Explore Subhadra Shakti Products