Your Store
two
three
four
five
six
seven

Explore Our Exclusive Collection

ବିଭିନ୍ନ ଜିଲ୍ଲାର ବିବିଧ ଉତ୍ପାଦ ସମ୍ପର୍କରେ ଅବଗତ ହୁଅନ୍ତୁ

Subhadra Shakti
ସୁଭଦ୍ରା ଶକ୍ତି

ପ୍ରତ୍ୟେକଟି ସାମଗ୍ରୀ ପରମ୍ପରା, ହସ୍ତକାରିଗରୀ ଓ ପୁଷ୍ଟିପୋଷଣ ସହିତ ଜଡ଼ିତ

ସୁଭଦ୍ରା ଶକ୍ତି ହେଉଛି ଏକ ମହିଳା ପ୍ରତିନିଧିତ୍ଵାଧିନ ପଦକ୍ଷେପ, ଯାହା ଗ୍ରାମୀଣ କାରିଗର ଏବଂ କୃଷକମାନଙ୍କ ଦ୍ଵାରା ସ୍ଥାୟୀ ଭାବରେ ପ୍ରସ୍ତୁତ ଓଡ଼ିଶା ହସ୍ତଶିଳ୍ପ, ବୟନ, ପ୍ରାକୃତିକ ଖାଦ୍ୟ ଏବଂ ସ୍ୱାସ୍ଥ୍ୟକର ଉତ୍ପାଦ ।

୧୦୦+
ହସ୍ତଶିଳ୍ପ ସାମଗ୍ରୀ
୧୦୦%
ଅସଲି ଓ ପ୍ରାକୃତିକ
୧ଲକ୍ଷ +
ସଶକ୍ତ ମହିଳା
Subhadra Shakti Craft
Play
ଐତିହ୍ୟର ସୁଦୃଢିକରଣ

ଓଡ଼ିଶାର ପରମ୍ପରା ସହିତ ଜଡ଼ିତ ନିପୁଣ ହସ୍ତ କାରିଗରୀ

ସୁଭଦ୍ରା ଶକ୍ତି ଗ୍ରାମୀଣ ମହିଳା କାରିଗରଙ୍କୁ ହସ୍ତଶିଳ୍ପ କାରିଗରୀ, ବୟନ ଓ ପ୍ରାକୃତିକ ସାମଗ୍ରୀ ମାଧ୍ୟମରେ ସେମାନଙ୍କ ଜୀବନଜୀବିକା, ପରମ୍ପରା ସଂରକ୍ଷଣ ଏବଂ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହିତ କରିଥାଏ ।

Subhadra Shakti